ଅଲିମ୍ପିକ୍ସ ଟିକେଟ୍ ନେଇ ଓଡ଼ିଶା ଫେରିଲେ ଦୂତୀ : ଦୌଡ଼ ରାଣୀଙ୍କୁ ନିଜ ରାଜ୍ୟରେ ସମ୍ବର୍ଦ୍ଧନା

ଭୁବନେଶ୍ବର: ଅଲିମ୍ପିକ୍ସ ଟିକେଟ୍ ପାଇବା ପରେ ଓଡ଼ିଶା ଫେରିଛନ୍ତି ଓଡ଼ିଆ ଦୌଡ଼ ରାଣୀ ଦୂତୀ ଚାନ୍ଦ। ଆଜି କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏଥିରେ କିଟ୍‌ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତୀ ବେହେରା ସାମିଲ ହୋଇ ଦୂତୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ୧୦୦ ଓ ୨୦୦ ମିଟର ମହିଳା ବର୍ଗ ଦୌଡ଼ରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି ଦୂତୀ। ଅଲିମ୍ପିକ୍ସ ଯୋଗ୍ୟତାର … Continue reading ଅଲିମ୍ପିକ୍ସ ଟିକେଟ୍ ନେଇ ଓଡ଼ିଶା ଫେରିଲେ ଦୂତୀ : ଦୌଡ଼ ରାଣୀଙ୍କୁ ନିଜ ରାଜ୍ୟରେ ସମ୍ବର୍ଦ୍ଧନା